Odisha Link
Bridging the Missing Links in Odisha
Daily Archives

January 24, 2021

୨ ଦିନ ଯାଏଁ ଘନ କୁହୁଡ଼ି ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ଘନ କୁହୁଡ଼ି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଛି। ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼,…

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ବଡ଼…

କେନ୍ଦ୍ରାପଡ଼ା: ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ-ରିଟ୍ରିଟର କଟେଜରେ ରାତ୍ରୀଯାପନ କରିବା ସହ ରବିବାର ସକାଳୁ ଭିତରକନିକା ଜାତୀୟ ଉଦ୍ୟାନ ବୁଲି…

ଆତଙ୍କବାଦୀ ଆକ୍ରମଣ ଆଶଂକା, ବଢ଼ିଲା…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀ, ବୋଧଗୟା ଓ ଅଯୋଦ୍ଧାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ସୁରକ୍ଷା…

ଅଙ୍ଗନାୱାଡି କର୍ମୀଙ୍କୁ ମିଳିବ ମୋବାଇଲ…

ଗଞ୍ଜାମ: ଅଙ୍ଗନାୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍। ରାଜ୍ୟର ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ମୋବାଇଲ ଫୋନ୍‌ ପ୍ରଦାନ କରାଯିବ‌। ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ…

ମେସିନରେ ଚାପି ହୋଇ କର୍ମଚାରୀ ମୃତ

ଢେଙ୍କାନାଳ: ମେସିନରେ ଚାପି ହୋଇ କର୍ମଚାରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ। କାରଖାନାରେ କାମ କରୁଥିବା ସମୟରେ ମେସିନରେ ଚାପି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ନାଁ ପ୍ରଶାନ୍ତ ରାଉତ ବେଲି…

ପୁଣି ନବୀନ ନମ୍ବର ୱାନ୍ ଲୋକପ୍ରିୟ‌…

ଭୁବନେଶ୍ୱର: ପୁଣି ନମ୍ବର ଓ୍ୱାନ୍‌ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ୍‌ ପାଇଛନ୍ତି‌ ନବୀନ ପଟ୍ଟନାୟକ। ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ୫୧ ପ୍ରତିଶତ ପଜିଟିଭ ରେଟିଂ ସହ ନବୀନ ହୋଇଛନ୍ତି ଏକ ନମ୍ବର। ଇଣ୍ଡିଆ ଟୁଡେ…

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ

ବ୍ରହ୍ମପୁର: ରାଜ୍ୟରେ ବଢିବାରେ ଲାଗିଛି ନକଲି ସାମଗ୍ରୀ କାରବାର। କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି। ପୂର୍ବରୁ ବ୍ରହ୍ମପୁରରୁ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଆଜି ନକଲି ସସ୍‌ କାରଖାନା ଠାବ ହୋଇଛି। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ…

ଯୌତୁକ ପାଇଁ ବଧୂହତ୍ୟା

ରାଉରକେଲା: ଯୌତୁକ ପାଇଁ ବଧୂହତ୍ୟା। ଯୌତୁକ ପାଇଁ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ସ୍ୱାମୀ ଓ ଶାଶୂଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟଘଟଣା ଘଟିଛି ରାଉରକେଲା ଉଦିତନଗର ବାସନ୍ତୀ କଲୋନୀରେ। ମୃତକ ହେଉଛନ୍ତି ଭୁବନେଶ୍ୱର ନିବାସୀ ପ୍ରିୟଦର୍ଶିନୀ ବିଶ୍ୱାଳ। ସୂଚନା ମୁତାବକ,…

ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ଼

ପୁରୀ: ଭକ୍ତଙ୍କ ଦାବି ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ଼। ଏଣିକା ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡ଼ିବନାହିଁ। ମ୍ୟାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ଼। ବିନା କୋଭିଡ଼ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ…

ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ। ତାଙ୍କ ନାଁ ଲାଛି ଖରା ସେ ଆନ୍ଧ୍ର ଓଡ଼ିଶା ବୋର୍ଡର ନକ୍ସଲ ସଙ୍ଗଠନର ସଦସ୍ୟ ଥିଲେ। ଆତ୍ମସମର୍ପଣ କରିବା ପରେ ଲାଛି କହିଛନ୍ତି ଯେ, ନକ୍ସଲ ସଂଗଠନରେ ମହିଳା ସଦସ୍ୟଙ୍କୁ ନିର୍ଯାତନା ଦିଆଯାଉଛି। ତାଙ୍କ ବାପାମାଙ୍କୁ ମାରପିଟ…