Odisha Link
Bridging the Missing Links in Odisha
Daily Archives

January 24, 2021

ଦାଦା କାଟିଲେ ଝିଆରୀ ତଣ୍ଟି

ଭୁବନେଶ୍ବର: ଘରୋଇ କଳିକୁ କେନ୍ଦ୍ର କରି ଏକ ଅମାନୁଷିକ କାଣ୍ଡ ଘଟିଛି। ଝିଆରୀର ତଣ୍ଟି କାଟି ଦେଲେ ଦାଦା ଅଭିଯୁକ୍ତ ଦାଦା। ଛୁରୀରେ ନାବାଳିକା ଝିଆରୀକୁ ଆକ୍ରମଣ କରିଥିଲା। ତଣ୍ଟି ଓ ପେଟରେ ସେ ଛୁରାମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତି…

ଜବତ ହେଲା ୧୦ ଲକ୍ଷ ଟଙ୍କାର ନକଲି…

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ଜର୍ଦ୍ଦା ଜବତ ହୋଇଛି। ଜବତ ନକଲି ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏସଟିଏଫ ଟିମ ୨ ଜଣଙ୍କ ଠାରୁ ୨ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ…

ପ୍ରକାଶ ପାଇଲା ତାଲିକା, ସାଧାରଣତନ୍ତ୍ର…

ଭୁବନେଶ୍ୱର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ଜାଣନ୍ତୁ କେଉଁଠି କିଏ କରିବେ- ମନ୍ତ୍ରୀ ନିରଞ୍ଜନ ପୂଜାରି ଯିବେ କଟକ। ବିକ୍ରିମ କେଶରୀ ଆୁଖ ପୁରୀରେ କରିବେ ପତାକା ଉତ୍ତୋଳନ। ଅନୁଗୁଳରେ ପ୍ରଫୁଲ୍ଲ କୁମାର ମଲ୍ଲିକ କରିବେ ଫ୍ଲାଗ୍ ହୋଷ୍ଟିଂ। ମନ୍ତ୍ରୀ…

ଏଥର ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ୨୬ରୁ ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର। ଭୁବନେଶ୍ବର ଝାରପଡ଼ା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ। ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ। ଠିକ୍‌ ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ। ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି। ଜେଲରେ…

କରୋନା: ରାଜ୍ୟରେ ଜଣେ ସଂକ୍ରମିତଙ୍କ…

ଭୁବନେଶ୍ବର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୫୦…

ଭୁବନେଶ୍ବର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରାନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୩୦୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଅଘଟଣ: ଶିଶୁକନ୍ୟା ପାଇଁ ଟ୍ରେନ୍‌ରୁ…

ଭୁବନେଶ୍ବର: ଜୀବନରେ କେତେବେଳେ କଣ ଘଟିଯିବ ତାହା କହି ପହିପାରିବେ ନାହିଁ। ଏଇ ଯେମିମି ଟିକିଏ ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ଥିଲା। ଗତକାଲି ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନ୍‌ରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ…

ସ୍କୁଲ ପିଲାଙ୍କୁ ମିସ୍‌ କରୁଛୁ: ଡିଜିପି

ଭୁବନେଶ୍ବର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଭାଗ ନେବେ ୧୪ କଣ୍ଟିଜେଣ୍ଟ । ଏନେଇ ପରେଡ଼୍‌ ଶେଷ ରିହରସଲ ଦେଖିବା ପରେ ସୂଚନା ଦେଲେ ଡିଜିପି। ଏହା ସହିତ ଡିଜିପି କହିଛନ୍ତି ଯେ, ଏଥର ପରେଡ଼ରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍‌ କରିବୁ। ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନୁମତି ନ ଥିଲେ ବି ଆମ ସହ…

ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୫୦…

ଗଞ୍ଜାମ: ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ ଏକ ବସ ଦୁର୍ଘଟଣା ହୋଇଛି। ଖେମୁଣ୍ଡିଖେଲରେ ପୋଲକୁ ବସଟି ଧକ୍କା ଦେବା ସହ ଏକ ବଡ଼ ଧରଣର ଦୁର୍ଘଟଣାରୁ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ ହେଲପର ସମେତ ୨ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍ ଡ୍ରେସରେ ପରେଡ଼୍ ଅଭ୍ୟାସ ଜାରି ରହିଛି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି। ପରେଡ୍ ସ୍ଥଳରେ ୩୦…