ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର, ଓଡ଼ିଶାରୁ ଅନ୍ୱେଷ ଶୁଭମ ହେବେ ପୁରସ୍କୃତ

ନୂଆଦିଲ୍ଲୀ: ଚଳିତ ବର୍ଷ ୩୨ ଜଣ ଶିଶୁଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ଏଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ପୁରସ୍କୃତ ହେବାକୁ ଥିବା ୩୨ ଜଣ ଶିଶୁଙ୍କୁ ପ୍ରତିଭାଙ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବେ। କଳା ,ବିଜ୍ଞାନ, କ୍ରୀଡ଼ା, ସୃଜନର ଉତ୍କର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।
Comments are closed.