Odisha Link
Bridging the Missing Links in Odisha
Daily Archives

January 25, 2021

ବିମାନ ଦୁର୍ଘଟଣାରେ ୪ ଫୁଟବଲର ମୃତ

ବ୍ରାଜିଲ: ବ୍ରାଜିଲରେ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରାଜିଲର ଏକ ଫୁଟବଲ କ୍ଲବର ୪ ଜଣ ଖେଳାଳିଙ୍କର ମୃତ୍ୟୁ ହୋଇଛି। କ୍ଲବର ଚାରିଜଣ ଖେଳାଳି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଅଲଗା ନିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁ ବିମାନରେ ଏହି ଚାରି ଫୁଟବଲର ଯାଉଥିଲେ, ସେହି…

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ…

ଭବାନୀପାଟଣା: ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ। ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ମଧ୍ୟରେ ତିକ୍ତତା। ଗତ ୧୪ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ପରେ ଜିଲ୍ଲା ବିଜେପିରେ ଥିବା ଫାଟ ପଦାରେ…

+୨ ପରୀକ୍ଷା ଢାଞ୍ଚାରେ ବଦଳି, ସୂଚନା…

ଭୁବନେଶ୍ବର: ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା। ଏନେଇ ସୋମବାର ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍‌ ପ୍ରଶ୍ନ ପରୀକ୍ଷାରେ…

ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା, ଓଡ଼ିଶାରୁ…

ଭୁବନେଶ୍ବର: ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା। ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଅନ୍ୟ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ମିଳିବ ଉଳ୍ଲେଖନୀୟ ସେବା ପଦକ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ମିଳିବ ରାଷ୍ଟ୍ରପତି…

ଆଜିଠୁ ଇ-ଭୋଟର କାର୍ଡ ସେବା, ଜାଣନ୍ତୁ…

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଏବେ ଡିଜିଟାଲ ପ୍ଲାଟଫର୍ମକୁ ଦିଆଯାଉଛି ଗୁରୁତ୍ବ। ଏପରିକି ମହାମାରୀ କରୋନା କାଳରେ ସରକାର ସରକାରୀ କାର୍ଯ୍ୟ ଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟ କରୁଥିଲେ। କରୋନାକୁ ନଜରରେ ରଖି ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାର ଅଧିକାଂଶ ବିଭାଗର କାର୍ଯ୍ୟକୁ ଡିଜିଟାଲ ମୋଡରେ…

ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ। ଏଣିକି ଡ୍ରାଇଭଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆହୁରି ସହଜ ହେବ। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ…

ପ୍ରଥମ ପର୍ଯ୍ୟାୟ ଟିକାକରଣ: ଶେଷ ଦିନରେ…

ଭୁବନେଶ୍ୱର: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା। ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ଏମସ, ସମ୍ ହସ୍ପିଟାଲ ଓ କେୟାର ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା…

୧୩ ବର୍ଷ ବୟସରୁ ନିଖୋଜ ଥିଲେ, ୫୭ ବର୍ଷ…

ଜଗତସିଂହପୁର: ପିଲାଟି ବେଳୁ ନିଖୋଜ ଥିଲେ। ଘର ଲୋକେ, ସମ୍ପର୍କୀୟ ବହୁ ଖୋଜା ଖୋଜି କରିଥିଲେ ହେଲେ ତାଙ୍କୁ ପାଇନଥିଲେ। ଏବେ ପାଖାପାଖୀ ୫୭ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି। ଏତେ ବର୍ଷ ପରେ ଜଣେ ଡ୍ରାଇଭରଙ୍କ ପାଇଁ ସେ ଏବେ ନିଜ ଭିଟାମାଟିକୁ ଫେରିଛନ୍ତି। ଯାହାରିଫଳରେ ସେ ଗାଁକୁ ଫେରି…

ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ…

ଅନୁଗୋଳ: ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ। କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ଉଦ୍ଧାର କଲା ପୋଲିସ। ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା ଏବଂ ତାଙ୍କ…

ସାଲିଆ ସାହିରୁ ୫୦୦ ଲିଟରରୁ ଦେଶୀ ମଦ ଜବତ

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ପୋଚ ମଧ୍ୟ ଜବତ କରାଯାଇଛି।…