Odisha Link
Bridging the Missing Links in Odisha
Daily Archives

January 25, 2021

ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ଯବାନ

ସିକିମ୍: ପୁଣି ମୁହାଁମୁହିଁ ହେଲେ ଭାରତ ଚୀନ ସେନା। ସିକିମ୍‌ ସୀମା ନାକୁ ଲା'ରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ କନଟ୍ରୋଲ(ଏଲଏସି) ରେ ବିବାଦୀୟ ସ୍ଥିତି ଭିତରେ ସିକ୍କିମରେ ଭାରତ ଓ ଚୀନ୍ ଭିତରେ ପୁଣି ଆଜି ସଂଘର୍ଷ। ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ଼ ଭଟଲି ବ୍ଲକ କେସେଇପାଲିର ପିଇଓ ଉମେଶ ସେଠଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଉଭୟ ଗ୍ରାମପଞ୍ଚାୟତ ଅଫିସ ସହ ୪ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। କେଲେଣ୍ଡାପାଲି ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ଅଛନ୍ତି ଉମେଶ…

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅପରାହ୍ନରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ୫ଟାରେ ବୈଠକ ବସିବ। ବଜେଟ୍ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା…

ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର…

ନୂଆଦିଲ୍ଲୀ: ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଚୀନ୍କୁ ଭାରତର ପ୍ରସ୍ତାବ। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ଗତକାଲି ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ ଚୀନ୍କୁ ଭାରତ ପ୍ରସ୍ତାବ ଦେଇଛି। ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା…

ବଢ଼ିଲା ତୈଳ ଦର, ଓଡ଼ିଶାରେ ଟିପିଲା ୯୦

ଭୁବନେଶ୍ବର: ଲଗାତାର କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ଛୁଇଁଛି। ସେହିପରି ଡ଼ିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ୮୬ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୮୨ ଟଙ୍କା ୬୬ ପଇସା…

ଭୁବନେଶ୍ୱରରୁ ପୁଣେକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଗତକାଲି ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନ ମଧ୍ୟ ଏହି ବିମାନ ସେବା ଉପଲବ୍ଧ ହେବ। ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା…

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ…

ଭୁବନେଶ୍ୱର: କିଟ୍ ଓ କିସ୍‍ର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ଗତକାଲି ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟାକିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟା କିରଣର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି ମୁଁ ବଢ଼ିବି’ ଉପରେ ଭୁବନେଶ୍ୱରରେ ଏକ ଭର୍ଚୁଆଲ୍‍…

ହଟିଲା ବ୍ୟାରିକେଡ୍, ସହଜ ହେଲା ଜଗା…

ପୁରୀ: ଆଜିଠୁ ସହଜ ହେଲା ଜଗା ଦର୍ଶନ। ହଟିଲା ବାରିକେଡ୍। ଏଣିକି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ସହଜରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଏଥିସହ କାଲି ଗୋଟିଏ ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ…

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ

ଅଲିବାଗ: ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ। ନିଜର ପିଲାଦିନର ସାଙ୍ଗ ନତାଶା ଦଲାଲଙ୍କୁ ବିବାହ କରୁଛନ୍ତି ବରୁଣ ଧୱନ। ବରୁଣ ଓ ନତାଶାଙ୍କର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଛି। ଗତକାଲି ଦ ମ୍ୟାନସନ୍ ହାଉସରେ ରାତି ପାୟ ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି। ବିବାହ ପରେ ଦୁହେଁ ବେଶ୍…

ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ…

ସମ୍ବଲପୁର: ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର। ଓଡ଼ିଆ ସିନେ ଜଗତର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗାଧୋଇବା ସମୟରେ ସେ ବାର୍ଥରୁମରେ ପଡ଼ିଯାଇ ଗୁରୁତର ଆହତ…