ରାଜଧାନୀରେ ବଢୁଛି ସାଇବର ଠକେଇ ମାମଲା,…
ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ ମାମଲା। ସାଇବର ଠକ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। ରାଜଧାନୀରୁ ଗତ ୩ ଦିନ ଭିତରେ ସାଇବର ଠକମାନେ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍ ପୁଲିସର ହେଲ୍ପ ଡେସ୍କକୁ ଆସିଥିବା…