ଶିକ୍ଷୟିତ୍ରୀଙ୍କ ବେକ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
![](https://www.odishalink.com/wp-content/uploads/2020/09/murder-1.jpg)
ନୟାଗଡ଼: ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ବେକ କାଟିଦେଲେ ଯୁବକ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ଶରଣକୁଳରେ ସ୍କୁଲରୁ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରାଯାଇଛି। ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛି ଯୁବକ। ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ପରେ ନିଜ ବେକକୁ ବି କାଟି ଦେଇଛନ୍ତି ଯୁବକ। ଏନେଇ ଉଭୟ ଶିକ୍ଷୟତ୍ରୀ ଓ ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣକାରୀ ଯୁବକଙ୍କ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ବୋଲି ସୂଚନା ମିଳିଛି।
Comments are closed.