Odisha Link
Bridging the Missing Links in Odisha
Daily Archives

February 1, 2021

ବଜେଟ ୨୦୨୧-୨୨: ବଜେଟ୍ ଭାଷଣ ଶେଷ କଲେ…

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣ ଶେଷ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୫ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି। ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି ଟଙ୍କା ରଖାଯାଇଛି।…

ବଜେଟ ଅଧିବେଶନକୁ ପ୍ରଶଂସା କଲେ…

ନୂଆଦିଲ୍ଲୀ: ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବଜେଟ୍ ଆଗାମୀ ଦିନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଭିତରେ ଏହି ବଜେଟ୍ ଉପସ୍ଥାପନା…

୧୮ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର: ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ୨ୟ ପର୍ଯ୍ୟାରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨- ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ଫେବ୍ରୁଆରୀ ୨୨…

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ମୁନିଗୁଡା: ପୁଅର ଆକ୍ରମଣରେ ବାପା ମୃତ। ଏହି ଅଭାବ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡଙ୍ଗର ରାଣିବନ୍ଦ ଗାଁରେ ଘଟିଛି। ଘରୋଇ କଳିରୁ ଏହି ହତ୍ୟା କାଣ୍ଡ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ , ରବିବାର ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ…

ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ…

କଟକ : ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ ହସ୍ପିଟାଲ। ଏହା ଖୋଦ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। ଏନେଇ ଚିଫ୍‌ ଫାୟାର ଅଫିସର କହିଛନ୍ତି, ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ…

ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ…

ନୂଆଦିଲ୍ଲୀ: ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି। ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତି ହୋଇଥିଲେ। ସେ ରାଷ୍ଟ୍ରୀୟ ଇଣ୍ଡିଆନ୍‌…

ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ…

ସମ୍ବଲପୁର: ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ। କୃପାସିନ୍ଧୁ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ। ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ। ‘ଅସ୍ତରାଗ’ ସିନେମାର ‘ରାଧା ନାନୀ ଲହର ମଣି ରେ’ ରଚନା କରିଥିଲେ। ସେ ଅନେକଙ୍କୁ ଗୀତ ଗାଇବା ଏବଂ ଢୋଲ ବଜାଇବା ମଧ୍ୟ…

ଅଟୋରୁ ଗଞ୍ଜେଇ ଜବତ, ୩ ଅଟକ

ଲମତାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୁଲିସ। ପ୍ରାୟ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ପ୍ରକାଶ ଯେ, ବିଶେଷ ସୂତ୍ରରୁ ଖବର ପାଇ…

ବଜେଟ ୨୦୨୧-୨୨: ୭୫ ବର୍ଷରୁ ଅଧିକ ବୟସ୍କ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଚାଲିଛି ବଜେଟ ଉପସ୍ଥାପନା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୫ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯେଉଁ ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କର କେବଳ ପେନସନ୍ ଏବଂ ସୁଧ ଆୟ ଅଛି,…

ବଜେଟ ୨୦୨୧-୨୨ : ରେଳବାଇ ପାଇଁ ୧, ୧୦,…

ନୂଆଦିଲ୍ଲୀ: ଆଜି ସଂସଦରେ ଚାଲିଛି ବଜେଟ ଉପସ୍ଥାପନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରହିଛି। ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ…