ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ
ମାଲକାନଗିରି :ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ। ଏହି ଅଭାବନୀୟ ଘଟଣାଟି ମାଲକାନଗିରିି ଅଙ୍ଗନୱାଡ଼ିରେ ଘଟିଛି। ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଅଘଟଣ ମାଲକାନଗିରି ସିନ୍ଦିରିପାଲ ପଞ୍ଜାୟତ ମୁନିସକୁଣ୍ଡା ଅଙ୍ଗନାବାଡି କେନ୍ଦ୍ରରେ ଘଟିଯାଇଛି ।
Comments are closed.