Odisha Link
Bridging the Missing Links in Odisha
Daily Archives

February 4, 2021

ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ଼

କୋଣାର୍କ: ଏଥର ବିନା ଶ୍ରଦ୍ଧାଳୁରେ ହେବ ବୁଡ଼ ଉତ୍ସବ। ଶୋଭାଯାତ୍ରା କେବଳ ୫ ଶହ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। କୋଭିଡ଼ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ଼ ହେବ। ଶୋଭାଯାତ୍ରାରେ ଥିବା ଶଦ୍ଧାଳୁ ଠାକୁରଙ୍କ ସହ ବୁଡ଼ ପକାଇ ପାରିବେ। ଏନେଇ ଜିଲ୍ଲା ପ୍ରଶାସନ ସହ ମିଟିଂ ପରେ ମନ୍ତ୍ରୀ…

କେନ୍ଦ୍ରର ରେଳ ଅନୁଦାନ‌ ନୈରାଶ୍ୟଜନକ: …

ଭୁବନେଶ୍ୱର: ରେଳ ବଜେଟ ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏନେଇ ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ, ଆମେ ୭୨୦୦କୋଟି ମାଗିଥିଲୁ। ବ୍ୟୟ ବରାଦ ମାତ୍ର ୪୫୦୦କୋଟି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ୫୦୦କୋଟି ମିଶାଇ ୪୫୦୦କୋଟି ମିଳିଛି। ରେଳ ବଜେଟରେ କୌଣସି…

ବିଶ୍ୱ କର୍କଟ ଦିବସ: କର୍କଟ ବିଷୟରେ…

ଭୁବନେଶ୍ୱର: ଓଡ଼ିଶା ଅଗ୍ରଣୀ ମଲ୍ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ୍ ବିଶ୍ୱ କର୍କଟ ଦିବସ ଅବସରରେ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ମେଗା ସାଇକ୍ଲୋଥେନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଆପୋଲୋ ହସ୍ପିଟାଲ୍ ଏଣ୍ଟ୍‌ର ପ୍ରାଇଜ୍ ଲିଃର ଆଞ୍ଚଳି…

ଗଞ୍ଜେଇ ସହ ୨ ଜଣ ଗିରଫ

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲଣ। କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୁଲିସ।୧୦୫ କେଜି ଗଞ୍ଜେଇ ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ କରାଯାଉଥିଲାବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ଗଞ୍ଜେଇ ସହ ୨ଅଭିଯୁକ୍ତଙ୍କୁ ଗୁରଫ କରିଛି କଟକ ଅବକାରୀ ଫ୍ଲାଇଙ୍ଗ…

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର…

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ , ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଛି । ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଗଠନ ହୋଇଛି ''ଆମ…

ଘର ବାଡ଼ି ପଟେ ପଡ଼ି ରହିଛି କଟା ପାପୁଲି

ଯାଜପୁର: ଘର ବାଡ଼ି ପଟୁ ମିଳିଲା କଟା ପାପୁଲି। ଏହା ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରୁ ମିଳିଛି। ପ୍ରକାଶ ଯେ, ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।…

ରାଜ୍ୟରେ କରୋନା: ୮୭ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୩୬୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧ ଜଣ କ୍ବାରେଣ୍ଟାଇନ୍‌ରେ…

ଝରାଫୁଲ ମୃତ୍ୟୁ ମାମଲା, ବ୍ୟବହୃତ ସ୍କୁଟି…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ପୁଲିସ। ତେବେ ଝରାଫୁଲକୁ ନିଆଯାଇଥିବା ସ୍କୁଟରକୁ ଜବତ କରିଛି ଯାଜପୁର ପୁଲିସ। ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରଟି ଜବତ ହୋଇଥିବା ସୂଚନା ମିଳିଛି। ସ୍କୁଟରରେ ଅଭିଯୁକ୍ତ ରାକେଶ ଓ ତାର ସହଯୋଗି ଝରାଫୁଲଙ୍କୁ ନେଇଥିଲେ। ଅଭିଯୁକ୍ତ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ…

ଜମ୍ମୁ: ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ। ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଯବାନ ସହିଦ ହୋଇଛନ୍ତି। ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ…

ରାଜଧାନୀରେ ମୁଣ୍ଡ ବିହୀନ ମୃତ ଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର। ଏହା ରାଜଧାନୀରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପଡ଼ଛି ମୃତଦେହ। ଘଟଣାସ୍ଥଳରେ କମିଶନରେଟ୍‌ ପୁଲିସର ଏକ ଟିମ୍‌ ପହଁଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ମହିଳାଙ୍କୁ ହତ୍ୟା କରିବା ପରେ…