ପୁଲିସକୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ
ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଲକ୍ ପୁଲିସ ପାରାଦୀପ ଗଡ଼ ଗ୍ରାମର ମଠସାହୀରୁ ୭ ଜଣଙ୍କୁ ଗିରଫ କରିଛି। ପୁଲିସକୁ ଆକ୍ରମଣ ଘଟଣାରେ ସେମାନଙ୍କୁ ଉଠେଇ ନେଇ ଥାନାରେ ପଚରାଉଚରା କରୁଛି ପୁଲିସ ।
ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ପାରାଦୀପ ଗଡ଼ ଗାଁର ତ୍ରୀନାଥ ଦଳାଇକୁ…