ଜାରି ହେଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ। କଟକ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ମାଟ୍ରିକ ପରୀକ୍ଷା ସୂଚୀ। ମେ’ ୩ରୁ ଆରମ୍ଭ ହେବ ପରୀକ୍ଷା। ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ।
ମେ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ। ସେହିପରି ମେ ୧୦ ତାରିଖରେ ଗଣିତ ପରୀକ୍ଷା, ମେ’ ୧୨ରେ ବିଜ୍ଞାନ ଏବଂ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।
କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଅଧିକ ସମୟ ମିଳିବ। କରୋନା କଟକଣା ପରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।
Comments are closed.