ବାଣୀବିହାରରେ ଛାତ୍ରୀ ଅଶାନ୍ତି

ଭୁବନେଶ୍ବର: ବାଣୀବିହାରରେ ଛାତ୍ରୀ ଅଶାନ୍ତି। ବିଭିନ୍ନ ଅସୁବିଧା ନେଇ ତାତିଲେ ଛାତ୍ରୀ। ଛାତ୍ରୀମାନେ ପିଜି କାଉନସିଲ ଅଫିସ୍ ଘେରାଉ କରିଛନ୍ତି। ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରିଛନ୍ତି।
ବାଣୀବିହାରରେ କିଛି ଦିନ ତଳେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ହଷ୍ଟେଲ୍ ସମସ୍ୟା ଓ ଖାଦ୍ୟକୁ ନେଇ ଗୋଷ୍ଠୀ କନ୍ଦଳ ହୋଇଥିଲା। ଛାତ୍ର-ଛାତ୍ରଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା ଏଥିରେ କିଛି ଛାତ୍ର ଆହାତ ହୋଇଥିଲେ।
Comments are closed.