Odisha Link
Bridging the Missing Links in Odisha
Daily Archives

February 8, 2021

ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ ମାମଲା…

ବ୍ରହ୍ମପୁର: ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ। ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା…

ପିଶାଚ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ…

ପାଟନା: ଶିକ୍ଷକ ନାଁରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରି ଶେଷରେ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ସହରସା ଅଞ୍ଚଳରେ। ସୂଚନା ମୁବତାବକ, ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ବର୍ଷ ଧରି ଦୁଷ୍କର୍ମ…

କମିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର।ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆଜି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି। ଅଗଷ୍ଟ ୨୦୨୦ ରେ ୧୦ ଗ୍ରାମ ପ୍ରତି ଦାମ୍ ୫୬,୨୦୦ ଟଙ୍କା ରେକର୍ଡରୁ ସୁନା ୯୦୦୦ ଟଙ୍କା ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ…

ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ…

ଭୁବନେଶ୍ବର: ବାଣୀବିହାରରେ ଆଜି ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରି ଆଜି ପିଜି କାଉନସେଲ୍ ଅଫିସ ଘେରାଉ କରିଥିଲେ। ଛାତ୍ରୀମାନେ ହଷ୍ଟେଲ୍‌ ଫି ହ୍ରାସ କରିବା ପାଇଁ ଧାରଣାରେ ବସିଥିଲେ। ଛାତ୍ରୀ ମାନଙ୍କ ଧାରଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ କଥାକୁ ମାନିନେଇଛନ୍ତି।…

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ…

ଉତ୍ତରାଖଣ୍ଡ: ଦେବଭୂମୀ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ଚମେଲି ଜିଲ୍ଲା ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ମହାପ୍ରଳୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ହିମସ୍ଖଳନ ଯୋଗୁଁ ଏବେ ବି ଶତାଧିକ ଲୋକ ନିଖୋଜ ଥିବା ଜଣାପଡିଛି। ITBP ଯବାନଙ୍କ ସହିତ NDRF, SDRF ଓ ବାୟୁସେନା…

ସନ୍ନି ଲିଓନୀଙ୍କ ବିରୋଧରେ ଟଙ୍କା ଠକେଇ…

ମୁମ୍ବାଇ: ନିଜର ବୋଲ୍ଡ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ। କିନ୍ତୁ ଏଥର ସନ୍ନି ଲିଓନୀଙ୍କ ଚର୍ଚ୍ଚାର କାରଣ ତାଙ୍କ ବୋଲ୍ଡ ଲୁକ୍ସ ପାଇଁ ନୁହେଁ ବରଂ ଟଙ୍କା ଠକେଇ ଅଭିଯୋଗ ନେଇ ହୋଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସନ୍ନି ଲିଓନୀଙ୍କୁ…

କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ…

କେନ୍ଦୁଝର: କ୍ରାଇମବ୍ରାଞ୍ଚ STFକୁ ସଫଳତା। କଲରାପତରିଆ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରିଛି STF। କେନ୍ଦୁଝର ଆରଟିଓ ଅଫିସ ନିକଟରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରିଥିଲା। ଡିଲ୍ ବେଳେ ୩ ମିଡିଲମ୍ୟାନଙ୍କୁ ଧରିଛି STF। ଲକ୍ଷାଧିକ ଟଙ୍କାରେ ଡିଲ ହେଉଥିଲା ବାଘ ଛାଲ ଓ ହାତୀଦାନ୍ତ। ବାଘ ଛାଲ ଓ ହାତୀ…

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ’,…

ନୂଆଦିଲ୍ଲୀ: ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ ଲ’।  ବାଇ ଲ’ ପ୍ରତ୍ୟାହାର ସମ୍ପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ। NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ନେଇ କହିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ବିଜେପି ଓ ବିଜେଡି ସାସଂଦଙ୍କ ଦାବି ପରେ…

କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ:…

ପୁରୀ: ଆଜି ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀଜିଉଙ୍କୁ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି। ଶ୍ରୀମନ୍ଦିର ବିକାଶରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ…

ଚେନ୍ନାଇ ଟେଷ୍ଟ: ୩୩୭ ରନରେ ଅଲଆଉଟ୍‌…

ଚେନ୍ନାଇ: ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭ୍ରମଣକାରୀ ଦଳ ଇଂଲଣ୍ଡ। ପ୍ରଥମେ ବ୍ୟାଟିଂରେ କମାଲ କରିଥିବା ଇଂଲଣ୍ଡ ଦଳ ବୋଲିଂରେ ମଧ୍ୟ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେବାରେ ସଫଳ ହୋଇଛି। ଅନ୍ୟପଟେ ପ୍ରଥମ ଟେଷ୍ଟରେ ବ୍ୟାକଫୁଟରେ ରହିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପ୍ରଥମ…