ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ
ବାରିପଦା: ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ତିରିଂ ମେଡିକାଲରୁ ବାରିପଦା ମେଡ଼ିକାଲ ଆସୁଥିବା ଆମ୍ବୁଲାନ୍ସ ଉପରେ ଟ୍ରକଟି ଓଲଟି ପଡିଥିବାବେଳେ ରୋଗୀ ଜଣକ ମୃତ୍ୟୁ ବରଣ କରିଛନ୍ତି।
ଆଉ ୫ ଜଣ ଗୁରତୁର ଅବସ୍ଥାରେ ଅଛନ୍ତି। ମୃତକଙ୍କ ପରିବାର ସହ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।
Comments are closed.