Odisha Link
Bridging the Missing Links in Odisha

ଏଣିକି ଅନଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର:  ଅନ ଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ। ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ। ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ କରିଛି ଓଡିଶା ।

Comments are closed.