ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପାଠକ…
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ପାଠକ ବାପ ଓ ପୁଅ। ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରୁ ନେଇ କୋର୍ଟରେ ହାଜର କରିଛି ପୋଲିସ।
ଉଭୟଙ୍କ ନାଁରେ ଗୋଳନ୍ଥରା ଥାନାରେ ୩ଟି ମାମଲା ରହିଛି। ଗୋଳନ୍ଥରା ଥାନାରେ ବିଧାୟକ…