ଫେବୃଆରୀ ୧୭ରେ ସର୍ବଦଳୀୟ ବୈଠକ By ସୂଚୀସ୍ମିତା ସାହୁ Last updated Feb 11, 2021 ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବୃଆରୀ ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସର୍ବଦଳୀୟ ବୈଠକରେ ଚଳିତ ବଜେଟ୍ ଅଧିବେଶନ ନେଇ ଆଲୋଚନା କରାଯିବ। All Party MeetingBudgetFebruary 17Odisha Share
Comments are closed.