ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ମୁତାବକ, ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ RT-PCR ଟେଷ୍ଟ। ବିଧାୟକ, ସେମାନଙ୍କର ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ବିଧାନସଭା ସଚିବାଳୟ କର୍ମଚାରୀ, ସିଏମ୍ଓ ଷ୍ଟାଫ୍ଙ୍କର ମଧ୍ୟ…