Odisha Link
Bridging the Missing Links in Odisha
Daily Archives

February 12, 2021

ରିମାଣ୍ଡରେ ଗଲେ ପାଠକ ବାପପୁଅ

ଭୁବନେଶ୍ବର: ରିମାଣ୍ଡରେ ଗଲେ ଅଭୟ ପାଠକ ଓ ପୁତ୍ର ଆକାଶ ପାଠକ। ନିଯୁକ୍ତି ନେଇ ଠକେଇ ମାମଲାରେ ଉଭୟ ବାପା-ପୁ୍ଅଙ୍କୁ ରିମାଣ୍ଡ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ। ଗୋପାଳପୁର ବନ୍ଦରରେ ନିଯୁକ୍ତି ନେଇ ଠକେଇ ମାମଲାରେ ଗୋଳନ୍ଥରା ଥାନା ପୋଲିସ ରିମାଣ୍ଡରେ ନେଇଛି। ପ୍ରକାଶ ଯେ, ଟାଟାର…

ପ୍ରେମ ସପ୍ତାହ ପାଇଁ ନିଷିଦ୍ଧାଞ୍ଚଳ…

ଭୁବନେଶ୍ବର: ଫେବୃଆରୀ ୭ରୁ ଆରମ୍ଭ ହେଇଛି ପ୍ରେମ ସପ୍ତାହ। ଏହି ରଙ୍ଗିନ୍‌ ସପ୍ତାହକୁ ପ୍ରେମୀଯୁଗଳମାନେ ବଡ଼ ମଉଜ ମସ୍ତିରେ ପାଳନ କରୁଛନ୍ତି। କେଉଁଠି ନିଜର ପ୍ରେମ ପାଇଁ ପ୍ରେମି ଯୁଗଳ ପାର୍କ ଯାଉଛନ୍ତି ତ ପୁଣି କେଉଁଠି ବଡ଼ବଡ଼ ମଲ୍‌,ଓ ରେସ୍ତୋରାଁରେ ଯାଇ ପ୍ରେମ ସପ୍ତାହକୁ ବଡ଼ ଆଡ଼ମ୍ବରର ସହିତ ପାଳନ…

ହମ୍ପସରେ ଛିଟିକି କାର୍ ଆଗରେ ପଡ଼ିଲେ…

ବାଲିପାଟଣା : ଘନ କୁହୁଡ଼ି କାରଣରୁ କାର ଆଗକୁ ଆସି ଗଲେ ସ୍କୁଟି ଚାଳକ। କାରଟି ତାଙ୍କ ଗୋଡ଼ରେ ଚଢ଼ି ଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହାତ ହେଲେ ସରୋଜ କାନ୍ତ ଆଚାର୍ଯ୍ୟ। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ…

ବସ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଜଗତସିଂହପୁର: ଆଜି ସକାଳ ଯୋଗଧରି ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ବସ୍‌ ଧକ୍କାରେ ଜଣେ ଯୁବକଙ୍କର ଜୀବନ ଚାଲି ଯାଇଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ନାଉଗାଁରୁ ଆସୁଥିବା ଯାତ୍ରୀବାହୀ ଘରୋଇ ବସ ‘ସାଇ କିଷନ୍‌’ ଉକ୍ତ ଯୁବକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ତାଙ୍କର ମୁଣ୍ଡ ଦୁଇଫାଳ…

ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ…

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସକାଳ ସମୟରେ ପରିବାର…

ପିକ୍‌ଅପ୍‌ ଭ୍ୟାନ ଓଲଟି ୪ ଗୁରୁତର

କୋରାପୁଟ: ଘନ କୁହୁଡି ଯୋଗୁଁ ଆଜି ସକାଳ ସମୟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳେର ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା କୋରାପୁଟ ଜିଲ୍ଳା ଅନ୍ତର୍ଗତ ମାଛକୁଣ୍ଡ ଥାନା କାଡ଼ାମଖେଳା ନିକଟରେ ଘଟିଛି। ପିକଅପ ଭ୍ୟାନଟି ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ…

ଗୁଗୁଲ ମାନଚିତ୍ରରେ ଓଡ଼ିଶାର ୩ ଗାଁ…

ମାଲକାନଗିରି: ଦୀର୍ଘ ଦିନ ହେବ କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ର ଭିତରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାର ଶୁଣାଣି କରିବେ ସୁପ୍ରିମ କୋର୍ଟ। ହେଲେ ଏହାରି ଭିତରେ ଆସିଛି ଆଉ ଏକ ଖବର। ଗୁଗୁଲ ମାନଚିତ୍ରରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ତିନୋଟି ଗ୍ରାମ ଆନ୍ଧ୍ରପ୍ରଦେଶରେ ରହିଥିବା…

ଟ୍ୱିନସିଟିରେ ଘନ କୁହୁଡ଼ି

ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। କୁହୁଡ଼ିର ମାତ୍ରା ଏତେ ରହିଛି ଯେ ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି। କିଛି ଦିନ ହେବ…

ଆଜି କୋଟିଆ ମାମଲାର ଶୁଣାଣି କରିବେ…

ନୂଆଦିଲ୍ଲୀ: ଓଡ଼ିଶା ଓ ଆନ୍ଧ୍ର ସିମାନ୍ତ କୋଟିଆରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆଜି ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟ୍ୟାଳୟ।…