Odisha Link
Bridging the Missing Links in Odisha
Daily Archives

February 16, 2021

କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ୩୮…

ଭୋପାଲ: ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ବର୍ତ୍ତମାନ ସୁଦ୍ଧା କେନାଲରୁ ୩୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି…

କୋଟିଆରେ ଆନ୍ଧ୍ରର ନିର୍ବାଚନ, ଦସ୍ତାବିଜ…

କୋରାପୁଟ: କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ। ସୁପ୍ରିମକୋର୍ଟରେ ଏହି ମାମଲାର ବିଚାରାଧୀନ ଶୁଣାଣି ପୂର୍ବରୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ ରାଜସ୍ୱ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସୁପ୍ରିମକୋର୍ଟରେ ଏହି…

ବାଇ-ଲ’କୁ ବିରୋଧ କରି ଘଣ୍ଟ ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଇ-ଲ’କୁ ବିରୋଧ କରି ଘଣ୍ଟ ପ୍ରତିବାଦ କରାଯାଇଛି। ଓଡ଼ିଶାର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବାଇ-ଲ’କୁ ବିରୋଧ କରି ସେବାୟତଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଏହି ଘଣ୍ଟ ପ୍ରତିବାଦ କରାଯାଇଛି। ସୂଚନାଯୋଗ୍ୟ, ଆଜି…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଢେଙ୍କାନାଳ: ବାଇକ୍ ଉପରେ ଟ୍ରକ୍ ଚଢ଼ି ବାଇକ ଆରୋହୀ ମୃତ। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶ୍ୟାମାଳା ଜଙ୍ଗଲ ନିକଟରେ ଘଟିଛି। ମୃତ ଯୁବକ ହେଲେ ୩୮ବର୍ଷ ବୟସ୍କ ଯୁବକ ଶ୍ରୀକାନ୍ତ ଧୀର ବୋଲି ଜଣାପଡିଛି । ତାଙ୍କ ଘର ଭୁବନ ଥାନା ଅନ୍ତର୍ଗତ କୀର୍ତ୍ତନପୁରରେ। ସେ ତାଳଚେରରେ ଏକ…

୨୦ ଯାଏଁ ରାଜ୍ୟରେ ହାଲୁକା ବର୍ଷା ଆଶଙ୍କା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା। କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼,…

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଚିଠା…

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବରେ ଲାଗିଲା ମୋହର। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ…

ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍

ଭୁବନେଶ୍ବର: ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍ ବ୍ୟବସ୍ଥା। ଏଣିକି ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍‌ କି ଦେବାକୁ ପଡିବ ନାହିଁ ନଗଦ ଟଙ୍କା। ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା ଆପେ ଆପେ କଟିବ। ଏଥିସହ ଫାସଟ୍ୟାଗ ନଲଗାଇଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ। ଯିଦି ଆପଣ ଫାସଟ୍ୟାଗ…

ନକଲି ମାଓବାଦୀ ଗିରଫ

କଳାହାଣ୍ଡି : ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଗିରଫ। ମଦନପୁର ରାମପୁର ପୁଲିସ ଜଣକୁ ଗିରଫ ଦୁଇ ନାବାଳକକୁ ଅଟକ ରଖିଛି। ମଦ ବ୍ୟବସାୟକୁ ବିରୋଧ କରି ୨୦ ହଜାର ଟଙ୍କା ଦାବି କରିଥିଲେ । ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଦେଇ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପୈଠ ନ ହେଲେ ମୃତ୍ୟୁ…

ୟୁକୋ ବ୍ୟାଙ୍କ୍‌ରୁ ଲୁଟ୍ ଉଦ୍ୟମ ପଣ୍ଡ,…

ବାଲିପାଟଣା : ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ତେବେ ବାଲିପାଟଣା ଥାନା ବନମାଳୀପର ୟୁକୋ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି। ଝରକା ଗ୍ରୀଲ୍ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି…

ସିରମ ଟିକାକୁ ବିଶ୍ୱରେ ଅନୁମତି ଦେଲା WHO

ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସାରା ବିଶ୍ୱରେ ପ୍ରଦାନ କରାଯିବ। ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ପ୍ରଦାନ କରିଛି। ତେବେ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତ୍ତା ଓ ମାନ ବିଶ୍ୱ…