Odisha Link
Bridging the Missing Links in Odisha
Daily Archives

February 17, 2021

ସନ୍ଦୀପ ନାହର ଆତ୍ମହତ୍ୟା ମାମଲାରେ ପତ୍ନୀ…

ମୁମ୍ବାଇ : ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କର ଗତ ସୋମବାର ଦିନ ଦେହାନ୍ତ ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। ମାମଲାରେ ପୁଲିସ ସନ୍ଦୀପ ନାହରଙ୍କ ପତ୍ନୀ କଞ୍ଚନ ଶର୍ମା ଓ ଶାଶୁ ବିରୋଧରେ ମାମଲା ରୁଜ୍ଜୁ କରିଛି। ସନ୍ଦୀପ ନାହର ନିଜ ଏକ ନୋଟରେ ବିବାହିତ ଜୀବନରେ ଚାଲିଥିବା ସମସ୍ୟା…

ଭାରତରେ ପ୍ରଥମଥର ପାଇଁ ମହିଳା କଏଦୀଙ୍କୁ…

ମଥୁରା : ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା କଏଦୀଙ୍କୁ ଫାଶୀ ଦିଆଯିବ। ମଥୁରା ସ୍ଥିତ ଉତ୍ତର ପ୍ରଦେଶର ମହିଳା ଫାଶୀଘରରେ ଅଭିଯୁକ୍ତ ଶବମନଙ୍କୁ ଫାଶୀଦଣ୍ଡ ଦିଆଯିବ। ନିର୍ଭୟାର ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ମିରଟର ପବନ ଜହ୍ଲାଦଙ୍କୁ ଦ୍ବିତୀୟ ଥର ଫାଶୀଘରକୁ ନୀରିକ୍ଷଣ କରିସାରିଛନ୍ତି। ତେବେ ଫାଶୀ ତାରିଖ…

ଆଶାରାମ ବାପୁ ଅସୁସ୍ଥ

ଯୋଧପୁର : ଆଶାରାମ ବାପୁ ଜେଲରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ପରେ ଯୋଧପୁରର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର ଦିଆଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବା…

ଭୁବନେଶ୍ବରରୁ ୪ ଜଣ ଲୁଟେରା ଗିରଫ

ଭୁବନେଶ୍ବର: ଭୁବନେଶ୍ବରରୁ ୪ ଜଣ ଲୁଟେରା ଗିରଫ। କମିସନରେଟ୍‌ ପୁଲିସ୍‌ ଲୁଟେରାଙ୍କୁ ଧରିଥିବା ସୂଚନା ଦେଇଛନ୍ତି। ଲୁଟେରାମାନଙ୍କ ନିକଟରୁ ୮୦ ଗ୍ରାମର ୧୨ଟି ସୁନା ଚେନ୍‌, ୩ଟି ଚୋରା ବାଇକ୍‌ ଜବତ ହୋଇଛି। ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍‌ପାତ୍‌ କରୁଥି‌ଲେ ବୋଲି ଅଭିଯୋଗ ରହିଛି।

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା:…

ପାଟନା: ବିହାରରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ପୋକ୍‌ସୋ କୋର୍ଟ। ଅନ୍ୟ ଜଣେ ଶିକ୍ଷକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଧାନଶିକ୍ଷକ ଅରବିନ୍ଦ କୁମାରଙ୍କ ଉପରେ ମଧ୍ୟ ୧ ଲକ୍ଷ ଟଙ୍କାର…

ରାଜ୍ୟରେ କରୋନା: ୭୫ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୩୯୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ…

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ

ପୁରୀ : ବାଟମଙ୍ଗଳା ନିକଟସ୍ଥ ବଢେଇବାଙ୍କ ଛକରେ ଚଳାନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି ଓ ଡ୍ରାଇଭର। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରକାଶ ଯେ, ପୁରୀରୁ ଦମ୍ପତ୍ତି ଇଣ୍ଡିଗୋ କାର୍ ଯୋଗେ ଭୁବନେଶ୍ବର ଫେରୁଥିବା ବେଳେ କୌଣସି କାରଣରୁ…

ସାରା ଦେଶକୁ ବ୍ୟାପୁଛି କରୋନାର ନୂଆ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍‌ । ଭାଇରସ୍ ଟି ଭାରିଆଣ୍ଟ ୫୦୧ୱାଇ.ଭି୨ ଭାବେ ପରିଚିତ । ଏହି ନୂଆ ଷ୍ଟ୍ରେନ ନେଲସନ ମଣ୍ଡେଲା ବେ ସହରରେ ଗତବର୍ଷ ଡିସେମ୍ବର ୧୮ରେ ଚିହ୍ନଟ କରାଯାଇଥିଲା । ଏହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଯାଇ ବ୍ରିଟେନ, ସ୍ୱିଜରଲାଣ୍ଡ, ଫିନଲାଣ୍ଡ, ଜାପାନ,…

ରାଜେନ୍ଦ୍ର ୟୁନିଭର୍ସିଟିରେ ଭଙ୍ଗାରୁଜା

ବଲାଙ୍ଗିର: ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର…

୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ…

ବାରିପଦା: ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍ ୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ। ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ବାରିପଦା DRCSଙ୍କୁ ଚିଠି ଲେଖିଛନ୍ତି। ଆଜିଠୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ। ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ନିର୍ଦ୍ଦେଶ ଦେଇଛନ୍ତି,…