Odisha Link
Bridging the Missing Links in Odisha
Daily Archives

February 17, 2021

ହାତୀ ଆକ୍ରମଣରେ ମହିଳା ମୃତ

ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। ଏହି ଘଟଣାଟି କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଗ୍ରାମରେ ଘଟିଛି।ମୃତ ମହିଳା ଜଣକ ହେଲେ ଜଗମୋହନପୁର ଗ୍ରାମର ସ୍ବର୍ଗତ ଦିବାକର ପ୍ରଧାନଙ୍କ ସ୍ତ୍ରୀ ଜାନକୀ ପ୍ରଧାନ। ପ୍ରାକଶ ଯେ, ଗତକାଲି ରାତି ପ୍ରାୟ ସାଢେ ୩ଟା ବେଳେ ଗାଁରେ ଦନ୍ତାହାତୀ ପଶିଥିଲା।…

ବ୍ରିଜ୍ ତଳକୁ ଖସିଲା ଅଟୋ : ୨ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ସରନାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବରଯାତ୍ରୀ ଗାଡି ବିଜେପୁର ଯାଇ ଫେରୁଥିଲେ। ବରଯାତ୍ରୀ ନେଇ…

ସୁପାରି ଦେଇ ନିଜ ଝିଅକୁ ଜାଳିଦେଲେ…

ନୂଆଦିଲ୍ଲୀ: ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଲେ ପରିବାର ଲୋକେ। ଏହି ଲଜ୍ୟାଜନକ ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ବିରୋଧ କରି ପରିବାରଲୋକେ ଏହି କାଣ୍ଡ ଭିଆଇଛନ୍ତି । ଝିଅକୁ ହତ୍ୟା କରିବା ପାଇଁ ଜଣେ ସୁପାରି…

ଡାକ୍ତରଖାନାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ବଡ଼ବିଲ: ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଗତ କାଲି ଅପରାହ୍ଣରେ ହଠାତ୍‌ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ…

କାଲିଠୁ ବିଧାନସଭା: ବିଭିନ୍ନ ପ୍ରସଙ୍ଗରେ…

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭା। ବଜେଟ ଅଧିବେଶନ ଆସନ୍ତା ୧୮ରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏ ଅନୁଷ୍ଠିତ ହେବ। ଗୁରୁତ୍ୱପୂର୍ଣ୍ଣ ଏ ଅଧିବେଶନରେ…