Odisha Link
Bridging the Missing Links in Odisha
Daily Archives

February 19, 2021

ସିସିଟିଭିରେ କଏଦ ଆତଙ୍କୀ ହାମଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଆଜି ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି। ଏଥିରେ ୨ ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ଖବର…

ଅପରାଧୀ ସପକ୍ଷରେ ବିଜେପିର ଓକିଲାତି…

ଭୁବନେଶ୍ୱର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ। ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ। ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ…

ଏଣିକି ଅନଲାଇନରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ବର: ଏଣିକି ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍‌ଲାଇନ୍‌ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ। ପୂର୍ବରୁ ଛାତ୍ରଛାତ୍ରୀ…

ସାରସକଣା ସଡ଼କ ଦୁର୍ଘଟଣା: ମୃତକଙ୍କ…

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛଇ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାରକୁ…

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗାଁରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଏକାଧିକ ଛେଳି ପୋଡିଯାଇଥିବାର ସୂଚନା ମିଳିଛି। ପ୍ରକାଶ ଯେ , ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗାଁର ରାମ ରାଉତଙ୍କ ଘରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁଟି ଅନ୍ୟ ଘରକୁ ବ୍ୟାପିଯାଇଥିଲା ।…

ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର…

ଆନନ୍ଦପୁର: ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍‌। ଏହି ଅଭାବନୀୟ ଘଟଣାଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ବସରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସକାଳେ ‘ପଦ୍ମାବତୀ’ ନାମକ ବସ୍‌…

ରାଜ୍ୟରେ କରୋନା: ୫୩ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୫୧୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧ ଜଣ କ୍ବାରେଣ୍ଟାଇନ୍‌ରେ…

ବଜେଟ୍ ଅଧିବେଶନ: ଗୃହକୁ ଅପରାହ୍ନ ୪ଟା…

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବଜେଟ ଅଧିବେଶନର ଆଜି ଦ୍ଵିତୀୟ ଦିନ।ଏହି ଅଧିବେସନରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚାଷୀ ସମସ୍ୟା ନେଇ ବିରୋଧୀ…

ଅନଲାଇନରେ ମିଳିବ ମାଟ୍ରିକ୍…

ଭୁବନେଶ୍ୱର: ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ବିଦ୍ୟାଳୟ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପ୍ରକାଶ…

ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସରେ ହାତୀ

କଟକ: କଟକର ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ହାତୀ । ସ୍ଥାନୀୟ ରେଞ୍ଜର ଓ ଆସିଷ୍ଟାଣ୍ଟ ଚିଫ୍ କନଜରଭେଟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଭେନ୍ସା କ୍ୟାମ୍ପସକୁ ଦୁଇ ପଟୁ ଘେରାବନ୍ଦୀ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ତେବେ ସିଡିଏବାସୀ କୌଣସି ପ୍ରକାର ଆତଙ୍କିତ…