SFD ପକ୍ଷରୁଶିବାଜୀ ଜୟନ୍ତୀ ପାଳନ
ଭୁବନେଶ୍ବର: ଛତ୍ରପତିଶିବାଜୀ ଜୟନ୍ତୀ ଅବସରରର STUDENTS FOR DEVELOPMENT (SFD) ପକ୍ଷରୁମାସ୍କ, ହାଣ୍ଡୱଶ, ଡ଼ିସ୍ ଇନ୍ଫେକ୍ଟାଣ୍ଟ ବଣ୍ଟନ କରାଯାଇଛି। ତପୋବନ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିବାଜୀଙ୍କ ମାହାତ୍ମ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରର ଆଲୋଚନା କରାଯାଇଛି।
ନିଜ…