ବିଧାନସଭା: ପ୍ରଶ୍ନ କାଳରେ ଉଠିଲା ଧାନର…
ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ଧାନର ଏମଏସପି ପ୍ରସଙ୍ଗ ଉଠିଛି। ବିଧାୟକ ଅମରପ୍ରସାଦ ଶତପଥୀ ଏମଏସପି ପ୍ରସଙ୍ଗ ଉଠାଇଛନ୍ତି। ତେବେ ଏମଏସପି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଛନ୍ତି ଯେ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରାଯାଇଥିଲା।…