ଏଏନମ୍ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି
ଭୁବନେଶ୍ବର: ଆନ୍ଦୋଳନରତ ଏଏନମ୍ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆନ୍ଦୋଳନରତ ଏଏନ୍ଏମ୍ ପ୍ରସଙ୍ଗରେ ଗୃହରେ କହିଛନ୍ତି।
କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍ ସମୟରେ ଏଏନ୍ଏମ୍ଙ୍କୁ ସର୍ତ୍ତ ମୂଳକ ନିଯୁକ୍ତି ଦିଆଯାଇଥିଲା। ୧୦୯୯ ଖାଲି ପଡିଥିବା ପଦବୀରେ ଏଏନ୍ଏମ୍ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି।
Comments are closed.