ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍…
କୋରାପୁଟ : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ। ଆଜି କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ।
ପ୍ରକାଶ ଯେ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ…