Odisha Link
Bridging the Missing Links in Odisha

ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର: ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ଆକ୍ରମଣ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ମଣ୍ଡଳ କାରାଗାରରେ। ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡ଼େଇଥିବା ଅଭିଯୋଗ ହୋଇଛି।

ସୂଚନାଯାଗ୍ୟ ଯେ, ଗତକାଲି ସାମାନ୍ୟ ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ କରିଛନ୍ତି। ଏନେଇ ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ ର୍ୱାଡର ଅଶୋକ ଥାଟିଙ୍କୁ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.