ଭିନ୍ନକ୍ଷମ କମିଶନରଙ୍କ ନିକଟରେ ସ୍ମାରକପତ୍ର ଦାଖଲ କଲେ ଏବିଭିପି
ଭୁବନେଶ୍ୱର : ଏବିଭିପିର ସଦସ୍ୟମାନେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁନଲୋଚନା ଦାସଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖ କରିଥିଲେ। PWD ଛାତ୍ରମାେଙ୍କୁ କ୍ୟାମ୍ପସନରେ ଯିବାରେ ସାହାଯ୍ୟ କରିବା ପାଇଁ ଲିଫ୍ଟ, ହ୍ବିଲ ଚେୟାର ରେମ୍ପ ଏବଂ ଅନ୍ୟାନ୍ୟ ସୁବିଧା ଅଭାବକୁ ABVP ସଦସ୍ୟମାନେ ଆଲୋକିତ କରିଥିଲେ।
ଅଧିକାଂଶ ଲିଫ୍ଟ ଅଣ-କାର୍ଯ୍ୟକ୍ଷମ ବୋଲି ସଂଗଠନ ଅଭିଯୋଗ କରିଛି। ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହମ କରିବାକୁ କାର୍ଯ୍ୟକର୍ତ୍ତାମାନେ ଦାବୀ କରିଛନ୍ତି।
ଏବିଭିପି ଭୁବନେଶ୍ୱର ମହାେଗର ସହ-ସମ୍ପାଦକ ଅଭିନେକ ପାଣି, ଖଣ୍ଡଗିରି ନଗର ସମ୍ପାଦକ ଅମ୍ରିତ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
Comments are closed.