ବିବାହ ପୂର୍ବରୁ ସବ୍ୟଅର୍ଚ୍ଚିତାଙ୍କ ହଳଦୀ ଲଗା ଫଟୋ ଭାଇରାଲ

ଭୁବନେଶ୍ବର: ଆଉ କିଛି ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ-ଅର୍ଚ୍ଚିତା। ଏହାପୂର୍ବରୁ ହଳଦୀ ମାଖିଲେ ସବ୍ୟ-ଅର୍ଚ୍ଚିତା। ଓଲିଉଡ଼ର ଚର୍ଚ୍ଚିତ ଷ୍ଟାରଙ୍କ ହଳଦୀ ରେସମ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି।
ସୂଚନାଥାଉକି, ରବିବାର ଦିନ ସୋମବାର ବିବାହ ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଉଭୟେ । ଅନେକ ଫିଲ୍ମରେ ଦର୍ଶକଙ୍କ ନିକଟରେ ଆଦୃତ ସାଜିଥିବା ଏହି ଆକ୍ଟର ପରବର୍ତ୍ତୀ ସମୟରେ ଭେଟିଦେଇଥିଲେ ଗୋଟ ପରେ ଗୋଟେ ହିଟ ଫିଲ୍ମ ।
Comments are closed.