Odisha Link
Bridging the Missing Links in Odisha
Daily Archives

March 6, 2021

ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର…

ଭୁବନେଶ୍ୱର: ସମାଜରେ ନିର୍ଭୟ ହେବା ଦରକାର। ବିଶେଷଭାବରେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣକ ନିର୍ଭୟ ହେବା ଦରକାର। ନିର୍ଭୟ ବାଣୀରେ ନୁହେଁ ବରଂ ମନରେ ହେବା ଦରକାର। ଏହି ମର୍ମରେ ଓଡ଼ିଶାରେ ପ୍ରଜାତବରେ ସମାଲୋଚନାର ବଡ ଆବଶ୍ୟକତାକୁ ପୂରଣ କରିବା ଦିଗରେ ‘ନିର୍ଭୟ’…

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ୨୭…

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ସୁରକ୍ଷା ନେଇ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ, ପିନାକୀ ମିଶ୍ର, ପରିବହନ ବିଭାଗର ଅଧିକାରୀ, ମେଡ଼ିକାଲ ଷ୍ଟାଫ, ବରିଷ୍ଠ ପୁଲିସ ଅଧିକାରୀ ଓ ମେଡିକାଲ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସଡ଼କ ଦୁର୍ଘଟଣା…

ଭୁବନେଶ୍ୱରରେ ହତ୍ୟାକାଣ୍ଡ , ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପହରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ। ଏହି ହତ୍ୟାକାଣ୍ଡଟି ନୟାପଲ୍ଲୀ ଭିଆଇପି ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ସାଲିଆସାହି ଜଟିଆ । ମୃତକ ଓ ଆକ୍ରମଣକାରୀ ଗୋଟିଏ…

ମନମୋହୁଛି ‘ରସିଆ ଟୋକା’

ଭୁବନେଶ୍ବର: ମୁକ୍ତି ଲାଭ ପାଇଲା ଆଲବମ ରସିଆ ଟୋକା। ଗୀତଟି ଏନଜିଆର ମିକ୍ସ ପ୍ରଡକ୍ସନରେ ମୁକ୍ତିଲାଭ କରିଛି। ଗୀତରେ ସମ୍ବଲପୁରୀ ଭାଷାର ମିଶ୍ରଣ ଶୁଣିବାକୁ ମିଳିଛି। ଏହି ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି। ରସିଆ ଟୋକା…

କେନାଲରେ ଗାଧୋଇବା ସମୟରେ ଯୁବକ ନିଖୋଜ

ସୋର: କେନାଲରେ ଗାଧୋଇବା ସମୟରେ ଯୁବକ ନିଖୋଜ। ୪ ଦିନ ପରେ ଘରକୁ ଫେରିଲା ମୃତ ଦେହ। ପ୍ରକାଶ ଯେ, ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ତାରିଖ…

କମିବ ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ଦରମାକୁ ନେଇ କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି। ସରକାରଙ୍କ ନୂଆ ନିୟମ ବର୍ତ୍ତମାନ ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ସରକାରଙ୍କ ନୂଆ ନିୟମ ଅନୁସାରେ କର୍ମଚାରୀମାନଙ୍କର ଦରମା ହ୍ରାସ ପାଇବାର ସମ୍ଭାବନା ରହିଛି । ଆସନ୍ତା ଏପ୍ରିଲ ମାସଠାରୁ କର୍ମଚାରୀଙ୍କର…

ରାଜ୍ୟରେ କରୋନା: ୫୪ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୭୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ଶିମିଳିପାଳ ସମେତ ରାଜ୍ୟର ୩୦୦ ଜଙ୍ଗଲରେ…

ଭୁବନେଶ୍ୱର: ଶିମିଳିପାଳ ସହ ରାଜ୍ୟର ୩୦୦ ଜଙ୍ଗଲରେ ଲାଗିଛି ନିଆଁ।ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ଜଳୁଛି ଶିମିଳିପାଳ ଅଭୟାରଣ୍ୟ।ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି। ନଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହୋଇଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି।…

ବାପାଙ୍କ ଅନ୍ତିମ ସଂସ୍କାର ସାରି…

ବୌଦ୍ଧ: ବାପା ପଛେପଛେ ଚାଲିଗଲା ପୁଅ। ପୁରୀରୁ ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଚାଲିଗଲା ପୁଅର ଜୀବନ । ଏହି ଅଭାବନୀୟ ଘଟଣାଟିବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠାରେ ଘଟିଛି। ମୃତକ ହେଲେ ସୁବର୍ଣ୍ଣପୁର ତରଭା ଅଞ୍ଚଳରଅରୁଣ ମେହେର। ପ୍ରକାଶ ଯେ, ଅରୁଣପୁରୀ ସ୍ବର୍ଗଦ୍ବାରରେ ନିଜ…

ଅଳ୍ପକେ ଶତକରୁ ବଞ୍ଚିତ ହେଲେ ସୁନ୍ଦର,…

ଅହମ୍ମଦାବାଦ: ବୋଲିଂ ପରେ ବ୍ୟାଟିଂରେ ଚମକିଲେ ଓ୍ବାଶିଂଟନ୍‌ ସୁନ୍ଦର। ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକୀୟ ଇନିଂସ୍‌ ଖେଳିବାରୁ ଅଳ୍ପକେ ବର୍ତ୍ତିଛନ୍ତି ସୁନ୍ଦର। । ପ୍ରଥମ ଇନିଂସରେ ବୋଲିଂ କରି ୨ଟି ଓ୍ବିକେଟ ନେଇଥିବା ସୁନ୍ଦର ବ୍ୟାଟିରେ…