Odisha Link
Bridging the Missing Links in Odisha
Daily Archives

March 6, 2021

କୁକୁଡା ଫାର୍ମ ପଛପଟୁ ମହିଳାଙ୍କ…

ସୋର : ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରଠାରୁ ଶହେ ମିଟର ଦୂରରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ମୃତକ ହେଲେ ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା ।…

ପଶ୍ଚିମବଙ୍ଗ ନିର୍ବାଚନ: ପଦ୍ମ ଧରିବେ…

କୋଲକାତା: ଆଉ ଦିନ କେଇଟା ପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଜମୁଛି ରାଜନୀତି। ବିଭିନ୍ନ ଦଳ ରାଜନୈତିକ ଅଙ୍କକଷା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଦଳଡିଆଁ ରାଜନୀତି ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ବଲିଉଡର ଖ୍ୟାତନାମା ଅଭିନେତର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା…

IPLରେ ଓଡ଼ିଆ ପୁଅ ରାଜେଶ !

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆଇପିଏଲରେ ଓଡ଼ିଆ ପୁଅ। ଓଡ଼ିଶାର ଷ୍ଟାର ବୋଲର ରାଜେଶ ମହାନ୍ତି ୨୦୨୧ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମର ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍‌ ରାଜେଶଙ୍କୁ ଏମଆରଏଫ‌ ପେସ୍‌ ଫାଉଣ୍ଡେସନ୍‌ ଚେନ୍ନାଇ ସୁପର…

ଶ୍ରୀମନ୍ଦିରରେ ରକ୍ତ ଛିଟା, ମହାସ୍ନାନ…

ପୁରୀ: ଶ୍ରୀମନ୍ଦିରରେ ରକ୍ତ ଛିଟା। ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ପରମ୍ପରା ଅନୁସାରେ ମନ୍ଦିରରେ ରକ୍ତ ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ତେଣି ଅଜି ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି। ତେବେ ଅବକାଶ ନୀତି ପରେ…

ବ୍ୟବହାରରେ ପରିବର୍ତନ ଆଣିବା ହିଁ ଜଳବାୟୁ…

ନୂଆଦିଲ୍ଲୀ: ବ୍ୟବହାରରେ ପରିବର୍ତନ ଆଣିବା ହିଁ ଜଳବାୟୁ ପରିବର୍ତନ ସହିତଲଢ଼ିବାର ସବୁଠୁ ଅସ୍ତ୍ର ବୋଲି ଶୁକ୍ରବାର ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ ୨୦୨୧ (ସେରା ସପ୍ତାହ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ…

ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ…

ବାଲେଶ୍ଵର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର। ଏହି ଘଟଣାଟି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଗିଲାଜୁଡି ଗ୍ରାମରେ ଘଟିଥିଲା। ଗିଲାଜୁଡି ଗ୍ରାମରେ ମା ଭଗବତୀଙ୍କ ପୂଜା ହୋଇଥିଲା । ଏହି ଅବସରରେ ପ୍ରାୟ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ମନ୍ଦିର ଆଖପାଖ ଗ୍ରାମରେ…