୨୮ରେ ମହାକାଶକୁ ଆଉ ଏକ ଉପଗ୍ରହ ପଠାଇବ…
ବେଙ୍ଗାଲୁରୁ: ମହାକାଶକୁ ଭାରତ ପୁଣି ପଠାଇବ ଏକ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ। ଆସନ୍ତା ୨୮ ତାରିଖରେ ଜିସାଟ୍-୧ ଉପଗ୍ରହ ପଠାଇବ ଭାରତ। ଏହି ଉପଗ୍ରହ ଭାରତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ପଷ୍ଟ ଚିତ୍ର ପଠାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ…