Odisha Link
Bridging the Missing Links in Odisha
Daily Archives

March 12, 2021

ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ…

ଭୁବନେଶ୍ୱର: ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ। ବାର୍ଷିକ ପରୀକ୍ଷା ନକରାଯାଇ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବା। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଣଶିକ୍ଷା ବିଭାଗ…

ବିଧାନସଭା: ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଫଳରେ ଗୃହକୁ ମୁଲତବୀ କରାଯାଇଛି। ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ…

ଏପ୍ରିଲ୍‌ ସୁଦ୍ଧା ବାୟୁସେନା ସାମିଲ ହେବ…

ନୂଆଦିଲ୍ଲୀ: ଚୀନ୍‌ ସୀମାବର୍ତ୍ତୀ ପୂର୍ବାଞ୍ଚଳରେ ନିଜର ସ୍ଥିତି ଆହୁରି ସୁଦୃଢ଼ କରିବ ଭାରତୀୟ ବାୟୁସେନା। ଆସନ୍ତା ଏପ୍ରିଲ୍‌ ମଧ୍ୟ ଭାଗ ବେଳକୁ ଭାରତୀୟ ବାୟୁସେନା ରାଫେଲ୍‌ ଲଢୁଆ ବିମାନର ଦ୍ୱିତୀୟ ‘ସ୍କ୍ଵାଡ୍ରନ୍‌’ ସାମିଲ କରିବ। ଏହି ‘ସ୍କ୍ଵାଡ୍ରନ୍‌’କୁ ପଶ୍ଚିମବଙ୍ଗରେ ଥିବା ହାଶିମାରା ବିମାନ ଘାଟିରେ…

ଔଷଧ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ,…

ଗାଜିଆବାଦ: ଉତ୍ତରପ୍ରଦେଶରେ ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ସାହିବାବାଦ ଶିଳ୍ପାଞ୍ଚଳର ୪ର୍ଥ ସାଇଟ୍‌ରେ ଡାକ୍ତରୀ ସରଞ୍ଜାମ ଉତ୍ପାଦନ କରୁଥିବା ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପ୍ରାୟତଃ ୧୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ…

କାଳବୈଶାଖୀ ଆଶଙ୍କା, ୭ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଆସନ୍ତା ଦୁଇଦିନ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ,…

ଜାଗର ରାତିରେ କଳାକନା ବୁଲାଇଲେ…

କେନ୍ଦୁଝର: ଗତକାଲି ଥିଲା ମହାଶିବ ରାତ୍ରି। ମହାଶିବ ରାତ୍ରି ପାଇଁ ମନ୍ଦିରରେ ସପରିବାର ଜାଗର ଜାଳୁଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୃର୍ତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରେ। ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ…

ଆଜିଠୁ ଏହି ସହରରେ ନାଇଟ କର୍ଫ୍ୟୁ ଲାଗୁ

ପଞ୍ଜାବ: ମହାମାରୀ କରୋନା ପୁଣି ଏହାର କାୟା ବିସ୍ତାର କରିବାର ଲାଗିଛି। ଫଳରେ ପୁଣି ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିଉଛି ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ନାଇଟ କର୍ଫ୍ୟୁ ଫେରିଛି। ଆଜିଠାରୁ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ…

ଆଜିଠୁ ବିଧାନସଭାରେ ୨ୟ ପର୍ଯ୍ୟାୟ ବଜେଟ୍…

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ। ତେବେ ଜଙ୍ଗଲ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରି ପାରନ୍ତି…