Odisha Link
Bridging the Missing Links in Odisha
Daily Archives

March 14, 2021

ଦ୍ବିତୀୟ ଟି-୨୦: ବିରାଟ-ଇଶାନ୍‌ଙ୍କ…

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ ହୋଇଛି। ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ୍‌ ଓ ବିରାଟଙ୍କ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ଦ୍ବିତୀୟ ଟି-୨୦ରେ ବାଜି ମାରିଛି ବିରାଟ ବାହିନୀ। ୧୬୫ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮ ଓଭର ରେ ୩ ଓ୍ବିକେଟ ହରାଇ…

ଶ୍ରୀମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗ୍‌ଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ଼ ଜନଆନ୍ଦୋଳନର ରୂପ ଦେବା ପାଇଁ ଆଲୋଚନା କରିବା ଏବଂ ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢ଼େ ୪ କୋଟି ଓଡ଼ିଆଙ୍କ ଶ୍ରମ ଓ ଆର୍ଥିକ ଯୋଗଦାନ ନିମନ୍ତେ…

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ…

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ସାମଗ୍ରୀ ରଖି ବିକ୍ରି କରୁଥିବା ଖବର ପାଇ ପୋଲିସ ଆଜି ସକାଳେ ସେଠାରେ ଚଢାଉ କରିଥିଲା। ଚଢ଼ାଉରେ ୨୦ ବସ୍ତା ନାଇଟ୍ରୋଜେନ…

ନିୟମ ଭାଙ୍ଗିବା ଅଭିଯୋଗରେ ନାଗା…

ପୁରୀ: କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ନାଗା ସାଧୁଙ୍କୁ ଆକ୍ରମଣ। ନାଗା ସାଧୁ ବୈଷ୍ଣବ ପୁରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ନାଗାସାଧୁ ବୈଷ୍ଣବ ପୁରୀ ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ…

ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କର…

ଭୁବନେଶ୍ୱର: ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କ "ଉତ୍ତରଣର ଉପପାଦ୍ୟ" ଓ "ପିଲାଙ୍କ ଜୀବନ ବର୍ଣ୍ଣବୋଧ" ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ପୁସ୍ତକ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଚିକିତ୍ସକ ତଥା ସାହିତ୍ୟିପ୍ରାଣ…

ବିବାହ ପୂର୍ବରୁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର: ବାହାଘର ଠିକ୍‌ ହୋଇଯାଇଥିବା ବେଳେ କିଛି ଦିନ ତଳେ ସରିଥିଲା ନିର୍ବନ୍ଧ। ଆଉ ଦୁଇ ମାସ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ମାତ୍ର ଏହା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବୁରୋଭାଡି ଗାଁରେ। ଶ୍ରମିକ ଭାବରେ…

କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି ଶତାଧିକ…

ଶ୍ରୀନଗର: କାଶ୍ମୀର ଘାଟିରେ ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିସହ ସୀମା ଆରପଟେ ଥିବା ଲଞ୍ଚ୍ ପ୍ୟାଡରେ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ…

ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ଏସବୁ…

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଚେକବୁକ୍। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ…

ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ:…

ଭୁବନେଶ୍ବର: ଲାଗାତାର କିଛି ଦିନ ହେବ ରାଜ୍ୟର ପ୍ରାୟତଃ ସବୁ ଜଙ୍ଗଲ ଜଳୁଥିଲା। ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବହୁ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କିଛି ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା ଆଉ କିଛି ସ୍ଥାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ଏହାରି ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ ଏକ…

ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ…

ଭୁବନେଶ୍ୱର: ବିଜେଡି ସରକାର ଓଡ଼ିଶାର ଯୁବକ ମାନଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ଗଠନ କରିଥିଲେ। କିନ୍ତୁ ଏହି ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ…