Odisha Link
Bridging the Missing Links in Odisha
Daily Archives

March 15, 2021

ପଦାର୍ପଣ ମ୍ୟାଚରେ ଇତିହାସ ରଚିବା ସହ…

ଅହମ୍ମଦାବାଦ: ଦ୍ବିତୀୟ ଟି-୨୦ରେ ଇଂଲଣ୍ଡ ଦଳକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ବିରାଟ-ଇଶାନଙ୍କ ଧୂଆଁଦାର ଇନିଂସ୍‌ ବଳରେ ସହଜରେ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଦଳରେ ପଦାର୍ପଣ କରି ଇଶାନ ଖେଳିଛନ୍ତି ଦମଦାର ଇନିଂସ୍। ଯାହାଫଳରେ ପ୍ରଥମ ପଦାର୍ପଣ ମ୍ୟାଚରେ ଶ୍ରେଷ୍ଠ ଖେଳାଳି…

ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି ମେଗା କୃଷି ପ୍ରଦର୍ଶନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୧’କୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ…

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବାପ-ପୁଅ…

ବୌଦ୍ଧ: ରାଜ୍ୟରେ କିଛି ଦିନ ହେଲା ପ୍ରାୟତଃ ସବୁ ଜଙ୍ଗଲରେ ନିଆଁ ଜଳୁଛି। କିଛି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତକାଲି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ…

ବିଜେପି ସାଂସଦଙ୍କ ପରିବାରରେ…

ଲକ୍ଷ୍ନୌ: ମୋହନଲାଲଗଞ୍ଜ ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟି ସାଂସଦ କୌଶଳ କିଶୋରଙ୍କ ପରିବାରରେ ହାଇ ଭୋଲଟେଜ୍ ଡ୍ରାମା। ସାଂସଦଙ୍କ ବୋହୂ ଘର ସାମ୍ନାରେ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି। ସାଂସଦଙ୍କ…

ରାମ ମନ୍ଦିର ନିର୍ମାଣ: ଓଡ଼ିଶାରୁ ୪୨ କୋଟି…

ଭୁବନେଶ୍ୱର: ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ କେବଳ ୪୨,୦୩,୦୭,୦୬୬ ଟଙ୍କା ସଂଗ୍ରହ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶାରେ ମକର…

ଆଜିଠୁ ଦୁଇଦିନ ବ୍ୟାଙ୍କ୍‌ ଧର୍ମଘଟ

ଭୁବନେଶ୍ବର: ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି। ବ୍ୟାଙ୍କଗୁଡ଼ିକ ଗତ ଶନିବାର ଠାରୁ ଛୁଟି…

ଟି-୨୦ରେ ବିରାଟଙ୍କ ବିଶ୍ବ ରେକର୍ଡ,…

ଅହମ୍ମଦାବାଦ: ପ୍ରଥମ ମ୍ୟାଚ୍‌ ହାରିବା ପରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଦମ୍‌ଦାର୍‌ ବିଜୟ ହାସଲ କରିଛି ବିରାଟ ବାହିନୀ। ବିରାଟଙ୍କ ଶାନଦାର ଅପରାଜିତ ୭୩ ଓ ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷନଙ୍କ ଧୂଆଁଦାର ୫୬ ରନ ବଳରେ ଦ୍ବିତୀୟ ଟି-୨୦ ମ୍ୟାଚକୁ ସହଜରେ ଜିତି ନେଇଛି। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ…