କରୋନାର ନୂଆ ଷ୍ଟ୍ରେନ୍ ପାଇଁ ରାଜ୍ୟ…
ଭୁବନେଶ୍ବର: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ସଂକ୍ରମଣ। ମହାରାଷ୍ଟ୍ର ସମେତ ଦେଶରେ ଅନେକ ରାଜ୍ୟରେ ଏହାର ପ୍ରବାଭ ଜାରି ରହିଛି। କିଛି ରାଜ୍ୟରେ ବି ନାଇଟ୍କର୍ଫ୍ୟୁ ମଧ୍ୟ ଜାରି ହେଲାଣି। ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଯଦିଓ…