ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ…
ସୁବର୍ଣ୍ଣପୁର: ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରେ ଘଟିଛି।ପ୍ରକାଶ ଯେ, ଆଜି ଜଣେ ବ୍ୟାଙ୍କ କର୍ମଚାରୀ ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଏହି ଘଟଣାଟି ଘଟିଥିଲା।
୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି…