ଚୌକିରେ ବସିଥିବା ଅବସ୍ଥାରେ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ମାଧପୁର ସ୍ଥିତ କୃଷି କାର୍ଯ୍ୟାଳୟରେ ଘଟିଛି।
ସେ ଏକ ଚୌକିରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ୟାସିୟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
Comments are closed.