ଭିଜିଲାନ୍ସ ଜାଲରେ ସରକାର ବାବୁ

ନୂଆପଡା : ନୂଆପଡ଼ା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଭିଜିଲାନ୍ସ ରେଡ଼୍। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି।
ଖଡିଆଳ ସ୍ଥିତ ସରକାରୀ ବାସଭବନ ସମେତ ସିନାପାଲି ଥାନା ନିଲଜି ଗାଁର ଥିବା ସମ୍ପର୍କୀୟଙ୍କ ୨ଟି ଘରେ ରେଡ଼୍ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ ।
Comments are closed.