Odisha Link
Bridging the Missing Links in Odisha
Daily Archives

March 19, 2021

ସ୍ବାମୀକୁ ଆକ୍ରମଣ କରି ପ୍ରେମିକ ସହ…

ବିଜନୋର: ସ୍ବାମୀକୁ ଆକ୍ରମଣ କରି ପ୍ରେମିକ ସହ ନବବଧୂ ଫେରାର୍। ଏପରି ଏକ ଘଟଣା ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଦେଖିବାକୁ ମିଳିଛି। ବିଜନୋର ଗାଁ କୁଣ୍ଡା ଖର୍ଦ୍ ନିବାସୀ ଜଣେ ଯୁବକ ଦୁଇ ଦିନ ପୂର୍ବେ ହରିଦ୍ୱାରରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା…

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ…

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ ଯାଉଥିବା ବେଳେ ଜୁନାଗଡ଼ ବଳଦିଆମାଲ ନିକଟରୁ ଟ୍ରକ୍ ଜବତ ହୋଇଥିଲା । ଯାଞ୍ଚ ବେଳେ ୨୪ ଲକ୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ନୟାଗଡ଼ : ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜଗନ୍ନାଥପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଶିକାରୀ…

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ୍ ମାଣିକେଶ୍ଵର ପଞ୍ଚାୟତ ବାଡାମାହା ଜଙ୍ଗଲରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ। ସେ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଶିକାରୀଟି ଧରା ପଡ଼ିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଫରେଷ୍ଟ ଗାର୍ଡ ଅଜିତ ଗଣ୍ଡା ଏବଂ ବିଷ୍ଣୁ…

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ…

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୧୦ ବଖରା ଘର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର…

ପୁଣି କଟକର ଘରୋଇ କଲେଜରୁ କରୋନା ପଜେଟିଭ…

କଟକ: ପୁଣି କଟକର ଏକ ଘରୋଇ କଲେଜରୁ କରୋନା ପଜେଟିଭ ଚିହ୍ନଟ। କଲେଜରୁ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ପ୍ରକାଶ ଯେ, ବୁଧବାର ଉକ୍ତ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ…