ବଲିଉଡ ଅଭିନେତା ଅମୀର ଖାନ କରୋନା ପଜିଟିଭ

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବଲିଉଡ଼ର ଆଉ ଜଣେ ନାମୀ ଦାମୀ କଳାକାର କରୋନା ସଂକ୍ରମିତ ହୋଇଥିବା ସୂଚନାମିିଳିଛି ।
ବଲିଉଡ଼ ସୁପରଷ୍ଟାର ଆମିର ଖାନ୍ ଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ଗାଇଡଲାଇନ ମାନି ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ ନିର୍ଦ୍ଦେଶକ ସଂଜୟ ଲିଲା ଭନସାଲୀ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ଅସୁସ୍ଥ ହୋଇପଡିଥିଲେ ।
ପରେ ଟେଷ୍ଟିଂରୁ ସେ କରୋନା ପଜିଟିଭ ଚିହ୍ଟଟ ହେବା ସହ ୟୁନିଟ କିଛି ଲୋକଙ୍କ ନମୂନା ସଂଗ୍ରହ ହୋଇଥିଲା । ତେବେ ଏଥିରେ ରଣବୀର କାପୁର ସଂକ୍ରମିତ ହୋଇଥିଲେ । ତେବେ ଆଲିଆଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।
Comments are closed.