ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ ଫଳ। ଏନ୍ଟିଏ ଏହି ପରୀକ୍ଷା ଫଳ ପ୍ରକାଶ କରିଛି। ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷା ଫଳ।
ଜେଇଇ ମେନ ପରୀକ୍ଷାରେ ୧୩ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ନମ୍ବର ରଖିଛନ୍ତି। ଏଥିସହ ୯୯% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି । ଦେଶର ୩୩୪ଟି ସହରର ୭୯୨ଟି କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା ହୋଇଥିଲା।
Comments are closed.