Odisha Link
Bridging the Missing Links in Odisha
Daily Archives

March 25, 2021

ଭୁବନେଶ୍ୱର କେଭି-୧ରୁ କରୋନା ପଜିଟିଭ୍‌…

ଭୁବନେଶ୍ୱର: ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଭାଇସ୍ ପ୍ରିନ୍ସିପାଲ କହିଛନ୍ତି,ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର…

ରାଜ୍ୟରେ ୨୦୦ ଟପିଲା କରୋନା ସଂଖ୍ୟା,…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୦ରେ ପହଞ୍ଚିଛି ।…

ପଶ୍ଚିମବଙ୍ଗ ରାଜନୀତି: ମୋଦୀଙ୍କ…

କୋଲକାତା: ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇ ସାରିଲାଣି ପଶ୍ଚିମବଙ୍ଗ। ଆଉ ଦିନକ ପରେ ଅର୍ଥାତ୍‌ ମାର୍ଚ୍ଚ ୨୭ ତାରିଖରେ ପଶ୍ଚିମବଙ୍ଗରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ପଶ୍ଚିମବଙ୍ଗରେ ଜମୁଛି ନିର୍ବାଚନ ପ୍ରଚାର। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲାଗି ରହିଛି…

ପାଟିରେ ଫେବିକ୍ୱିକ୍ ଲଗାଇ ତିନିଲକ୍ଷ…

ଗାଜିଆବାଦ : ନୂଆ ନୂଆ ଉପାୟ ଲମ୍ବନ କରି ଲୁଟୁଛନ୍ତି ଲୁଟେରା। ଗାଜିଆବାଦର ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଘରେ ହୋଇଛି ଲୁଟ। ଘର ଭିତରେ ଲୁଟେରା ମାନେ ପ୍ରଥମେ ମହିଳାଙ୍କୁ ବନ୍ଧକ କରି ୧୨ ବର୍ଷର ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ। ପ୍ରକାଶ ଯେ, ଶାସ୍ତ୍ରୀନଗର ବି ବ୍ଲକର ୧୭୪ ନମ୍ବର ଘରେ…

ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ…

ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ସୋରିଶପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇଲା ସ୍ୱୀମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ପ୍ରକାଶ ଯେ, କିଛି ଦିନ ହେବ ସୋରିଶପାଳ ଗାଁର ଗଙ୍ଗାଧର ନାୟକ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ…

ଡରାଇଲାଣି କରୋନା, ଦେଶରେ ୫୦ ହଜାର ଟପିଲା…

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଦେଶରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଆଜି ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ…

ଇଣ୍ଡିକା ଧକ୍କାରେ ଚାଲିଗଲା ବାଇକ…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଇଣ୍ଡିକା ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଢେଙ୍କାନାଳ କପିଳାଶ ରାସ୍ତା ଭାଗବାନପୁର ନିକଟରେ ଘଟିଛି। ମୃତକ ଜଣଙ୍କ ହେଲେ ଦୁଧୁକାଟେଣି ଗାଁର ପ୍ରଦ୍ୟୁମ୍ନ ବାରିକ ବୋଲ ଜଣାପଡିଛି । ପ୍ରକାଶ ଯେ, ପ୍ରଦ୍ୟୁମ୍ନ ଭୁବନେଶ୍ୱରରେ କାମ…

କରୋନା କାୟା: ନୂଆପଡାରୁ ୩୩ ପଜିଟିଭ…

ନୂଆପଡା: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ନୂଆପଡା ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

ରେଭେନ୍ସାରେ କରୋନା ପଜିଟିଭ୍‌ ଚିହ୍ନଟ,…

କଟକ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ ଫଳ। ଏନ୍‌ଟିଏ ଏହି ପରୀକ୍ଷା ଫଳ ପ୍ରକାଶ କରିଛି। ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ଜେଇଇ ମେନ ପରୀକ୍ଷାରେ ୧୩ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ନମ୍ବର ରଖିଛନ୍ତି। ଏଥିସହ ୯୯% ନମ୍ବର…