ବିଧାୟକଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ:…
ଭୁବନେଶ୍ୱର: ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରୁ ଲଗାତାର ଭାବେ ଶାସକ ବିଜେଡ଼ିର ଗୁଣ୍ଡାମାନେ ବିଜେପି ଦଳର ନେତା ଓ କର୍ମୀମାନଙ୍କୁ ରାଜନୈତିକ ହତ୍ୟା କରିଚାଲିଛନ୍ତି। ଓଡ଼ିଶାର ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ ଦଳର ପ୍ରରୋଚନାରେହତ୍ୟା କରାଯାଇଛି । ଆଉ ଏବେ ଯାଜପୁର ଜିଲ୍ଲା ବିଜେପିର ବରିଷ୍ଠ…