Odisha Link
Bridging the Missing Links in Odisha
Daily Archives

March 30, 2021

ଗ୍ରୀଷ୍ମପ୍ରବାହ ପାଇଁ ୨୦ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା। ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଲୋକେ ଖରାରେ ଅସ୍ତବ୍ୟସ୍ତ କଲାଣି। ଏହାରି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ…

ଅପ୍ରେଲ ପହିଲାରୁ ଶିକ୍ଷକଙ୍କୁ ଟିକାକରଣ

ଭୁବନେଶ୍ବର: ଅପ୍ରେଲ ପହିଲାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ୍ ଟିକା। ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର…

ପିପିଲି ଉପନିର୍ବାଚନ ପାଇଁ ବିଜେପିର…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ୩୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ,…

ନୂଆପଡ଼ା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଖାସ୍‌ କରି ରାଜ୍ୟର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା କରୋନାର ନୁଆ ହଟସ୍ପଟ୍‌ ଭାବେ ଉଭା ହୋଇଛି। ଏସବୁ ମଧ୍ୟରେ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି।…

ପିପିଲି ଉପନିର୍ବାଚନ: ପ୍ରାର୍ଥିପତ୍ର…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ପିପିଲି ନିର୍ବାଚନ ମଣ୍ଡଳୀ। ଅନ୍ୟପଟେ ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ନେଇ ପିପିଲିରୁ…

ପାଣିରେ ବୁଡ଼ି ଚାଲିଗଲା ନବବିବାହିତ…

ବଲାଙ୍ଗିର: ହୋଲି ଖେଳା ହେଲା କାଳ। ରଙ୍ଗର ପର୍ବର ହୋଲିରେ ଲିଭିଗଲା ମଥାର ସିନ୍ଦୁର। ମାସକ ତଳେ ଆରମ୍ଭ କରିଥିଲେ ବୈବାହିକ ଜୀବନ। ହେଲେ ମାସକ ପରେ ଲିଭିଗଲା ନବବଧୂର ସିନ୍ଦୁର। କାରଣ ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଖବର ଆସିଛି ବଲାଙ୍ଗିର…

ଆଗାମୀ ୨୦ ବର୍ଷ ଯାଏଁ ଓଡ଼ିଶାରେ ଗଡ଼ିବନି…

ଭୁବନେଶ୍ବର: ଆଗାମୀ ୨୦ ବର୍ଷ ଯାଏଁ ରାଜ୍ୟରେ ଗଡ଼ିବନି ମେଟ୍ରୋ ଟ୍ରେନ୍। ଆଜି ବିଧାନସଭାରେ ଏଭଳି କିଛି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜି ବିଧାନସଭାରେ ଉଠିଥିଲା ଟୁଇନ୍‌ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ। ଜଟଣୀ ବିଧାୟକ ସୁର ରାୁତରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ…

NITରେ କରୋନା ଆତଙ୍କ: ସଙ୍ଗରୋଧରେ ୧୪…

ରାଉରକେଲା: କିଛିଦିନ ହେବ ରାଜ୍ୟରେ କାୟା ମେଲାଇବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷକରି ରାଉରକେଲା ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (NIT)ରେ କରୋନା ମାମଲା ବଢ଼ିବାରେ ଲାଗିଛି। କାରଣ ପୂର୍ବରୁ ୭ ଛାତ୍ରଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ଆଉ ୭ ଜଣ…

ପିପିଲି ଉପନିର୍ବାଚନ: ଆଜି ନାମାଙ୍କନ…

ଭୁବନେଶ୍ବର: ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ପିପିଲି ନିର୍ବାଚନ ମଣ୍ଡଳୀ। କାରଣ ଏପ୍ରିଲ ୧୭ ତାରିଖରେ ହେବାକୁ ଯାଉଛି ପିିପିଲି ଉପନିର୍ବାଚନ। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି,କଂଗ୍ରେସ ଓ ବିଜେପି କରୁଛନ୍ତି ଜୋରଦାର ପ୍ରସ୍ତୁତ। ଅନ୍ୟପଟେ ଆଜି ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ…