ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ,…
ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିଦିଅନ୍ତୁ। କାରଣ ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ଅନୁଯାୟୀ ସାପ୍ତାହିକ ଛୁଟି, ନେସନାଲ ହଲିଡେ ସମେତ ମେ' ମାସରେ ବ୍ୟାଙ୍କଗୁଡିକ ୧୨ ଦିନ…