Odisha Link
Bridging the Missing Links in Odisha
Daily Archives

April 2, 2021

କରୋନା ମୁକାବିଲା: ରାଜ୍ୟର ସମସ୍ତ…

ଭୁବନେଶ୍ବର: ରାଜ୍ୟରେ ପୁଣି ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭା। ରାଜ୍ୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଏହା ସହିତ…

ପିପିଲି ଉପନିର୍ବାଚନ: କଂଗ୍ରେସର ଷ୍ଟାର…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇ ସାରିଛି। ବିଜେପି ଓ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଥିବା ବେଳେ ପିପିଲି ପାଇଁ ଆଜି କଂଗ୍ରେସର ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଡକ୍ଟର ଏ ଚେଲା କୁମାରଙ୍କ ସମେତ…

ପିପିଲି ଉପନିର୍ବାଚନ: ବିଜେଡିର ଷ୍ଟାର…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇ ସାରିଛି। ପୂର୍ବରୁ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଥିବା ବେଳେ ପିପିଲି ପାଇଁ ଆଜି ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା…

ଓଜେଏସ୍‌ ପରୀକ୍ଷାରେ କୃତକା‌ର୍ଯ୍ୟ ହେଲେ…

ଭୁବନେଶ୍ବର: ରାଜେଶ୍‌ କୁମାର ଦାସ ଚଳିତ ବର୍ଷ OPSC ଦ୍ବାରା ପରିଚାଳିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ପରୀକ୍ଷାରେ କୃତକା‌ର୍ଯ୍ୟ ହୋଇଛନ୍ତି। ରାଜେଶ୍‌ ଜନ୍ମ ଗ୍ରହଣ କରିଛନ୍ତି ପିତା ଗୌରାଙ୍ଗ ଚରଣ ଦାସ୍‌ ଓ ମାତା ଶ୍ରମତୀ ନିରୁପମା ଦାସଙ୍କ କୋଳରେ, ସେ ନିଜର ପ୍ରାଥମିକ ଶିକ୍ଷା ଭଦ୍ରକ ଓ ପରେ ପରେ ଉଚ୍ଚ…

କରୋନା: ୩ ସପ୍ତାହ ପାଇଁ ବନ୍ଦ ରହିବ…

ଝାରସୁଗୁଡ଼ା: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି…

କାଳବୈଶାଖୀ ଆଶଙ୍କା, ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଆଶଙ୍କା। କାଳବୈଶାଖୀକୁ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ଜିଲ୍ଲା ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ହେବାର…

କରୋନା ସଂକ୍ରମିତ ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ମିଳିବା ପରେ ପ୍ରିୟଙ୍କା ଗାନ୍ଧୀ ନିଜକୁ ସମସ୍ତ ନିର୍ବାଚନୀ ସଭାରୁ ବିରତ ରହିଛନ୍ତି। ହେଲେ କୋଭିଡ୍ ଟେଷ୍ଟ ବେଳେ ପ୍ରିୟଙ୍କା ନେଗେଟିଭ୍ ଥିବା ଜଣାପଡିଛି। ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି…

ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା…

ଭୁବନେଶ୍ୱର: ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ କହିଛନ୍ତି। ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର - ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନଠାରେ ଉନ୍ମୋଚନ କରି ଏହା…

କ୍ରିକେଟ ବଢ଼ାଇଲା କରୋନା ସଂକ୍ରମଣ: ଗୃହ…

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି ମହମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ୍ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ମୁହାଁ ହୋଇଛି। ତେବେ ଏହାରି ଭିତରେ ପଶ୍ଚିମ…

ଓଡ଼ିଶାର ୭ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର:  ଓଡ଼ିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲା କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ। ୭ଟି ପ୍ରକଳ୍ପକୁ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। https://twitter.com/nitin_gadkari/status/1377579446182445059…