ଦଣ୍ଡ ନାଚ ପାଇଁ କଟକଣା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ପଣା ସଂକ୍ରାନ୍ତିକୁ ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଣ୍ଡ ନାଚ ନେଇ କଟକଣାକୁ ଆହୁରି ଶକ୍ତ କରିଦେଇଛି।
ଜିଲ୍ଲା ପ୍ରଶାସନ ଅନୁସାରେ ଏଣିକି ଗଂଜାମ ଦଣ୍ଡନାଚରେ ୨୫ ଜଣଙ୍କୁ…